କୋଭିଡର ସୁପରିଚାଳନା ଲାଗି ଡାକ୍ତରଙ୍କୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ନିର୍ଦ୍ଦେଶନାମା

ଭୁବନଶେ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବଳେେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । କୋଭିଡର ସୁପରିଚାଳନା ଲାଗି OHMS, OMES କ୍ୟାଡର, ଆୟୁଷ, ଡଣେ୍ଟାଲ୍ ର୍ସଜନ, ସମସ୍ତ ପିଜି ଡକ୍ର୍ଟସ, ପୋଷ୍ଟ ପିଜି ଡକ୍ଟର, ଇଣ୍ର୍ଟନ୍ସ, ସମସ୍ତ ଶଷେ ର୍ବଷର ଛାତ୍ର (ର୍ନସିଂ ଓ ପାରାମଡେିକାଲ୍ ଷ୍ଟାଫ)ଙ୍କୁ ସାମୟିକ ଭାବେ ରାଜ୍ୟ ସରକାର ନିଜ ଅଧୀନକୁ ଆଣିଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦଶେନାମା ଜାରି କରିଛି । ମହାମାରୀ କୋଭିଡ୍ ପରିଚାଳନା ପାଇଁ ଆବଶ୍ୟକତା ଅନୁସାରେ ସରକାର ଡାକ୍ତରଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରିବେ । ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ଟପିଥିବା ବଳେେ ବିଭିନ୍ନ ଜିଲ୍ଲାରେ ବଡେ୍ ବୃଦ୍ଧି କରାଯାଉଛି । ଏଭଳି ସ୍ଥଳେ କରୋନା ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ସରକାର ଏଭଳି ବଡ଼ ପଦକ୍ଷପେ ନେଇଛନ୍ତି ।