ଚେନ୍ନାଇରୁ ପଅୁର ଶବ ଫେରି ପାଇଲେ କଷ୍ଣ୍ରି।ଙ୍କ ପରିବାର : ‘ଓଡିଶା ମୋ ପରିବାର’ର ସହଯୋଗ ପାଇଁ ଦେଲେ କତୃଜ୍ଞତା

ଭୁବନେଶ୍ୱର : ଚେନ୍ନାଇରେ ପୁଅର ମୃତ୍ୟୁ ଖବର ଶୁଣିଲା ପରେ ମୁକ ପାଲଟି ଯାଇଥିଲେ କ୍ରିଷ୍ଣାଙ୍କ ପରିବାର । ସେଠି କାହାରିକୁ ଯୋଗାଯୋଗ କରି ଶବ ଫେରାଇ ଆଣିବା ଏହି ଅଶକ୍ଷିତ, ଗରିବ ପରିବାର ପକ୍ଷରେ ସମ୍ଭବ ନଥିଲା ।  ଗାଁରେ ସମ୍ପୂର୍ଣ୍ଣ ଅସହାୟ ଅବସା୍ଥରେ ଭାଗ୍ୟକୁ ଆଦରି ପଡ଼ିଥଲି । ବେଳେ ଭଗବାନ ସେମାନଙ୍କ ଦୁଃଖ ବୁଝିଛନ୍ତି । ଦେବଦୂତ ଭାବେ ଉଭା ହୋଇଥିଲେ “ଓଡିଶ଼ ।-ମୋ ପରିବାର’ । ‘ଓଡିଶ଼।-ମୋ ପରବି ।ର’ ସହଯୋଗରେ ଆଜି ସକାଳେ ଚେନ୍ନାଇରୁ ଶବ ଆସିବା ପରେ ନବରଙ୍ଗପରୁ ନଜି ଗାଁରେ ସତ୍କାର କରାଯାଇଛି ।


ଘଟଣାରୁ ଜଣାପଡିଛ଼ ି, ନବରଙ୍ଗପୁର ଜିଲ୍ଲା ତେଲିପଡା଼ ଗାଁର କ୍ରିଷ୍ଣା ହରିଜନ(୨୩) ତାମିଲନାଡୁର ଏକ ରାଇସ୍‌ ମିଲ୍ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥେି ଲ । ମାତ୍ର ବଧୁ ବାର ସକାଳୁ କିଷ୍ଣ୍ର ।ଙ୍କ ମତୃ ଦେହ ମଲି ୍ ପରିସରରୁ ସନ୍ଦେହଜନକ ଅବସା୍ଥରେ ପଡିଥ଼ ିବା ଦେଖିବାକୁ ମିଳିଥଲି । । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ହୋଇଥିଲା । ତେବେ ମିଲ୍ ମାଲିକ ଶବକୁ ଗାଏବ କରି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥେି ଲ ।


ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହି ଖବର “ଓଡିଶ଼ ।-ମୋ ପରିବାର’ କାର୍ଯ୍ୟାଳୟର ନଜରକୁ ଆସିଥିଲା । କ୍ରିଷ୍ଣାଙ୍କ ଶବକୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିବା ଲାଗି ଓଡ଼ିଶା-ମୋ ପରିବାର ଟିମ୍ ଉଦ୍ୟମ ଆରମ୍ଭ କରିଥିଲେ । ତାମଲି ନାଡୁ ଅତରି ିକ୍ତ ପଲୁ ିସ ଡଜି ି ଅଶୋକ ଦାସଙ୍କ ସହିତ ଯୋଗାଯୋଗ କରିଥେି ଲ । ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଆଇଜି ଅମିତାଭ ଠାକରୁ ମଧ୍ୟ ଏଥିରେ ସହଯୋଗ କରିଥିଲେ । ଶ୍ରୀ ଦାସଙ୍କ ନେି ଦ୍ଦର୍ଶ ରେ ତାମିଲନାଡୁ ଅତିରିକ୍ତ ପୁଲିସ କମିଶନର(ଟ୍ରାଫିକ) ଏ.ଅରଣୁ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରି ମିଲ୍ ମାଲିକ ହେପାଜତରୁ ଶବ ଉଦ୍ଧାର କରି ଓଡଶ଼ି । ଫେରାଇବାର ବ୍ୟବସ୍ଥା କରିଥିଲେ ।
ସାଧାରଣତଃ ଏହିଭଳି ମୃତ୍ୟୁ ରେ, ବ୍ୟବଚ୍ଛେଦ ପରେ ମର ଶରୀର ପଠାଯାଏ ନାହ କିନ୍ତୁ ଓଡିଶ଼ । ମୋ ପରିବାରର ଅନେୁ ରାଧ କ୍େର ମ ତାମଲି ନଡୁ ଼ପୋଲସି ୍ ମତୃ ଶରୀରକୁ ସସମ୍ମାନେ ଓଡଶି ଼ । ପଠାଇଛନ୍ତି । “ଓଡଶି ଼ ।-ମୋ ପରବି ।ର’ ଟମି ୍ ସଦସ୍ୟମାନେ ସେଠାରୁ ଆମ୍ବଲୁ ।ନସ୍ ଯୋଗେ ଶବକୁ ନବରଙ୍ଗପୁରର କ୍ରିଷ୍ଣାଙ୍କ ଗାଁ ତେଲିପଡ଼ା ଆଣି ଆଜି ଦିନ ୧୧ଟାରେ ପହଞ୍ଚଥି ିଲେ ।
ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶବି ପ୍ରଧାନୀ, ଡାବଗୁ ।ଁ ବଧି ।ୟକ ତଥା ଓଡ଼ିଶା-ମୋ ପରିବାର ସଦସ୍ୟ ଶ୍ରୀ ମନୋହର ରାନ୍ଧାରୀଙ୍କ ସହଯୋଗ ଓ ଉପସିତ୍ଥ ିରେ କିଷ୍ଣ୍ର ।ଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି । ଓଡ଼ିଶା ମୋ ପରିବାରର ଏହି ପ୍ରଚେଷ୍ଟାକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା ।