ବୁର୍ଲାସ୍ଥିତ ଭୀମସାରର ଉନ୍ନତି ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର:  ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଉପରେ ରାଜ୍ୟ ସରକାର ଅଗ୍ରାଧିକାର େ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ ନବୀନ ପଟ୍ଟନାୟକଙ୍କ କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ  ପରିପ୍ରେକ୍ଷିରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜର ଉନ୍ନତି କରଣ ସଂପର୍କିତ ଏକ ସମୀକ୍ଷା
ବୈଠକ ଲୋକ ସେବା ଭବନଠାରେ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ବିଭାଗୀୟ ଅତିରିକ୍ତ ମୁଖ ମହାପାତ୍ରଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଭିମସାର୍‌ର ଭିତିଭୂମି ଉନ୍ନୟନ ସହିତ ମାତୃ ଓ ଶିଶୁ ହସ୍ପିଟାଲ ପାଇଁ ସ୍ଥାନ ନିରୂପଣ ଓ କାର୍ଯ୍ୟାରମ୍ଭ, କ୍ୟାନସର ହସ୍ପିଟାଲର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ଏହା ସହିତ ଏକ ଟ୍ରମା କେୟାର ୟୁନିଟ୍ ଓ ସମ୍ପ୍ରସାରିତ ଆଇସିୟୁ କମ୍ପେ୍ଲକ୍ସ ପ୍ରତିଷ୍ଠା ଆଲୋଚନା ହୋଇଥିଲା ।
ଚିକିତ୍ସା ସେବା ପାଇବା ପାଇଁ ରୋଗୀମାନଙ୍କ ପାଇଁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ପ୍ରତିଷ୍ଠା ପଶ୍ଚିମ ଓଡ଼ିଶାର ଏହି ପୁରାତନ ପ୍ରତିଷ୍ଠିତ ମେଡ଼ିକାଲ କଲେଜକୁ ଚିକିତ୍ସା କ୍ଷେତ୍ରରେ ଏକ ଆଗୁଆ ଅନୁଷ୍ଠାନରେ ପରିଣତ କରିବା ପାଇଁ ସରକାର ସମସ୍ତ ପ୍ରକାର ପ ଏହି ବୈଠକରେ ଡ଼ିଏମ୍‌ଇଟି ପ୍ର.ଡ଼ା ସି ବି କେ ମହାନ୍ତି, ଭୀମସାରର ନ
ମେହେର, ବିଭାଗୀୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶ ମହାନ୍ତି ।
ସ୍ଥ ିତ ଭୀମସାରର ଉନ୍ନତି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଉପରେ ରାଜ୍ୟ ସରକାର ଅଗ୍ରାଧିକାର େ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ ନବୀନ ପଟ୍ଟନାୟକଙ୍କ “ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ।
ପରିପ୍ରେକ୍ଷିରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜର ଉନ୍ନତି କରଣ ସଂପର୍କିତ ଏକ ସମୀକ୍ଷା ଲୋକ ସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ର ର ଆୟୋଜିତ ଏହି ବୈଠକରେ ଭିମସାର୍‌ର ଭିତିଭୂମି ଉନ୍ନୟନ ସହିତ ମାତୃ ଓ ଶିଶୁ ହସ୍ପିଟାଲ ପାଇଁ ସ୍ଥାନ ନିରୂପଣ ଓ କାର୍ଯ୍ୟାରମ୍ଭ, କ୍ୟାନସର ହସ୍ପିଟାଲର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ଏହା ସହିତ ଏକ ଟ୍ରମା କେୟାର ୟୁନିଟ୍ ଓ ସମ୍ପ୍ରସାରିତ ଆଇସିୟୁ କମ୍ପେ୍ଲକ୍ସ ପ୍ରତିଷ୍ଠା ଇବା ପାଇଁ ଦୂର ଦୁରାନ୍ତରୁ ଆସୁଥିବା ରୋଗୀମାନଙ୍କର ସହାୟତା ନିମନ୍ତେ ରୋଗୀମାନଙ୍କ ପାଇଁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ପ୍ରତିଷ୍ଠା ଦିଗରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତା୍ୱ ରୋପ କରିଥିଲେ ।
ପଶ୍ଚିମ ଓଡ଼ିଶାର ଏହି ପୁରାତନ ପ୍ରତିଷ୍ଠିତ ମେଡ଼ିକାଲ କଲେଜକୁ ଚିକିତ୍ସା କ୍ଷେତ୍ରରେ ଏକ ଆଗୁଆ ଅନୁଷ୍ଠାନରେ ପରିଣତ କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ବୈଠକରେ ଡ଼ିଏମ୍‌ଇଟି ପ୍ର.ଡ଼ା ସି ବି କେ ମହାନ୍ତି, ଭୀମସାରର ନିର୍ଦ୍ଦେଶକ ପ୍ର. ଡ଼ା ଲଳିତ କୁମାର ମେହେର, ବିଭାଗୀୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।