ସାଧାରଣତନ୍ତ୍ର ଦିବସରେ ୫୦ ପୋଲିସ କର୍ମୀ ସମ୍ମାନିତ, ୧୪ ଜଣଙ୍କୁ ରାଜ୍ୟପାଳ ପୋଲିସ ପଦକ

ଭୁବନେଶ୍ବର: ରାଜ୍ୟର ୫୦ ପୋଲିସ କର୍ମୀଙ୍କୁ ପୋଲିସ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି । ୨୩ ଜଣ ପୋଲିସ କର୍ମଚାରୀଙ୍କ ସାହସିକତା ପାଇଁ ସାହସିକତା ପୋଲିସ ପଦକରେ ସମ୍ମାନିତ କରାଯାଇଛି। ତେବେ ଲୋକସେବା ଭବନ ଠାରେ ସମସ୍ତ ଅଧିକାରୀଙ୍କ ଗହଣରେ ସମସ୍ତଙ୍କୁ ସମ୍ମାନିତ କରାଯାଇଛି।

ପୋଲିସ ପଦକରେ ସମ୍ମାନିତ ହୋଇଥିବା ପୋଲିସ:

କେ ଶିଭା ସୁବ୍ରମଣ୍ୟମ,ଏସପି, ରାଉଲକେଲା
ପ୍ରକାଶ କୁମାର କର୍ଣ୍ଣ,ଇନସ୍ପେକ୍ଟର, ବରଗଡ
ସୁଶିଲ ଦାସ,କନଷ୍ଟେବଳ ବରଗଡ
ଆକାଶ ମହାପାତ୍ର,କନଷ୍ଟେବଳ,ବରଗଡ
ଚନ୍ଦ୍ରମଣି ଭୋଇ,କନଷ୍ଟେବଳ,ବରଗଡ
ସାମା ଡଙ୍ଗଡ ମାଝି,କନଷ୍ଟେବଳ
ଜଗମୋହନ ମିନ୍ନା,ଏସପି ମାଲକାନଗିରି
ଦିଲିପ ଦାନ୍ତ,କନଷ୍ଟେବଳ ବଲାଙ୍ଗିର,
ଜ୍ୟୋତିରଞ୍ଜନ ପତି,ଇନସ୍ପେକ୍ଟର ବଲାଙ୍ଗିର
ସଚିଦାନନ୍ଦ ବରିହା,ଏସଆଇ,ବଲାଙ୍ଗିର,
ଆଶିଷ କୁମାର ସରକାର,ସୁବେଦାର ଏସଓଜି ଭୁବନେଶ୍ବର
ପ୍ରଶାନ୍ତ କୁମାର ବାରିକ,କନଷ୍ଟେବଳ ବଲାଙ୍ଗିର।
ଭୁବନ ସେଲମା,କନଷ୍ଟେବଳ ବଲାଙ୍ଗିର,
ସତ୍ୟନାରାୟଣ କଠାର,କନଷ୍ଟେବଳ ଏସଓଜି,ଭୁବନେଶ୍ବର
ପ୍ରମୋଦ ବର୍ଲା,ହାବିଲଦାର ଏସଓଜି,ଭୁବନେଶ୍ବର
ମିଥୁନ ପ୍ରଧାନ ,ହାବିଲଦାର ଏସଓଜି,ଭୁବନେଶ୍ବର
ସନ୍ତୋଷ ଜୁଅଙ୍ଗ,ହାବିଲଦାର ମାଲକାନଗିରି
ଶିବଶଙ୍କର ନାୟକ, ଲାନସ ନାୟକ,ମାଲକାନଗିରି
ପବିତ୍ର ମୋହନ ନାୟକ, ଲାନସ ନାୟକ ମାଲକାନଗିରି
ଚୈତନ୍ୟ କିରସାନି, କନଷ୍ଟେବଳ ମାଲକାନଗିରି
ଘେନୁ ହାନ୍ତାଳ, କନଷ୍ଟେବଳ ମାଲକାନଗିରି
ସୁଧାଂଶୁ ଭୁପତି, କନଷ୍ଟେବଳ ମାଲକାନଗିରି
ରୁକଧର ନେଗି, କନଷ୍ଟେବଳ ମାଲକାନଗିରି

ପ୍ରଂଶସନୀୟ ସେବା ନିମନ୍ତେ ୧୧ ଜଣଙ୍କୁ ସମ୍ମାନିତ:

ସୁଜିତ କୁମାର ଦଳାଇ, ଏସଏସ ବାଟାଲିୟନ ଭୁବନେଶ୍ବର
ମାନସ ରଞ୍ଜନ ଗଡନାୟକ,ଏସିପି ଭୁବନେଶ୍ବର
ଇତି ଦାସ, ଡିଏସପି ଇଓଡବ୍ଲୁ ,କ୍ରାଇମବ୍ରାଂଚ
ରଜନିକାନ୍ତ ସାମଲ,ଇନସ୍ପେକ୍ଟର ଜଗତସିଂହପୁର
ଭରତ ଚରଣ ସାହୁ,ଇନସ୍ପେକ୍ଟର ଜିଆରପି ଭୁବନେଶ୍ବର
ସ୍ମିତାରାଣି ମହାନ୍ତି,ଇନସ୍ପେକ୍ଟର ଭିଜିଲାନସ କଟକ
ନିରଂଜନ ତ୍ରିପାଠି,ଏସଆଇ ଏସଆଇଡବ୍ଲୁୁ,ଭୁବନେଶ୍ବର
ସନ୍ତୋଷ କୁମାର ବାହିନିପତି,ଏସଆଇ ଜିଆରପି ଖୋର୍ଦା
ସନାତନ ସାହୁ କନଷ୍ଟେବଳ ଭିଜିଲାନ୍ସ କଟକ
ପ୍ରଶାନ୍ତ କୁମାର ସାହୁ,କନଷ୍ଟେବଳ ଭିଜିଲାନ୍ସ କଟକ
ଦୁର୍ଗା ପ୍ରସାଦ ହୋତା,କନଷ୍ଟେବଳ ଭିଜିଲାନ୍ସ ବରହ୍ମପୁର

ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ:

ପ୍ରମୋଦ ରଥ,ଆଡିସିନାଲ ଡିସିପି କମିସନରେଟ କଟକ
ଶିବ ନାରାୟଣ ରଥ, ଏଏସଆଇ, ଭିଜିଲାନ୍ସ କଟକ

୧୪ଜଣଙ୍କୁ ରାଜ୍ୟପାଳ ପଦକରେ ସମ୍ମାନିତ:

ବିନୟତୋଷ ମିଶ୍ର,ଏଡିଜି ହେଡକ୍ବାଟର
ରେଖା ଲୋହାନି,ଆଇଜି ଆଧୁନିକରଣ
ଉମା ଶଙ୍କର ଦାସ,ଏସପି ପୁରୀ
ଅଖିଳେଶ୍ବର ସିଂ,ଡିସିପି କଟକ
ସରୋଜ କୁମାର ସାମଲ, ଡିଏସପି ଭିଜିଲାନସ କଟକ
ହାଡିବନ୍ଧୁ ଭାତ୍ରା,ଇନସ୍ପେକ୍ଟର,ଏସଆଇଡବ୍ଲୁ
ପ୍ରଣିତା କୁମାରି ରାୟ, ଇନସ୍ପେକ୍ଟର ଭିଜିଲାନସ,କଟକ
ସୁବାଶ ଚନ୍ଦ୍ର ନାୟକ,ଏସଆଇ ସ୍ପେଶାଲ ବ୍ରାଂଚ ଭୁବନେଶ୍ବର
ବୁଦ୍ଧି ବାହାଦୁର ଥାପା,ବିପିଏସପିଏ, ଭୁବନେଶ୍ବର
ବୁଦ୍ଧ ସିଂ ଗୁରୁଙ୍ଗ,ଓଏସଏପି ୫ମ ବାଟାଲିୟନ
ସରୋଜ କୁମାର ଭୋଇ,ହାବିଲଦାର ରାଉଲକେଲା
ରଥ ଲାକ୍ରା,ସିପଇ ଓଏସଏପି ୪ର୍ଥ ବାଟାଲିୟନ
ପ୍ରତିମା ରାଉତ କନଷ୍ଟେବଳ ନୟାଗଡ
ସୁଶାନ୍ତ କୁମାର ମାଝି, ସିପଇ ସିକୁରିଟି ଉଈଙ୍ଗ ଭୁବନେଶ୍ବର

ଜେଲ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ୩ ଜଣଙ୍କୁ ସମ୍ମାନିତ:

ନିରଞ୍ଜନ ସାହୁ
ଲଲାଟେନ୍ଦୁ ଦାସ,ଜେଲର ଜୟପୁର
ସୌଭାଗିନି ସିଂ, ଆସିଷ୍ଟାଂଟ ମାଟର୍ଣ୍ଣ, ସମ୍ବଲପୁର

ପ୍ରଶଂସନୀୟ ସେବା ନିମନ୍ତେ ୩ ଜଣଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ:

ଅମିର କୁମାର ନାଥଶର୍ମା, ସୁପରିଟେଣ୍ଡ ଅନୁଗୁଳ
ଧିରେନ୍ଦ୍ରନାଥ ବାଙ୍କ,ଜେଲର ଗୁଣୁପୁରୁ
ରାମକୃଷ୍ଣ ଦାସ, ସର୍କଲ ଜେଲ କଟକ

ଅଗ୍ନିଶମ ସେବାରେ ଉଲ୍ଲେଖନୀୟ ସେବା:

ଭାରତ ଭୁଷଣ ନାୟକ, ଲିଡିଂ ଫାୟାରମ୍ୟାନ

ଅଗ୍ନିସେବା କ୍ଷେତ୍ରରେ ପ୍ରଶଂସନୀୟ ସେବା ନିମନ୍ତେ:

ଟି କେ ବାବୁ, ଡେପୁଟି ଫାୟାର ଅଫିସର
ଗୁଣଧର ସେନା,ଷ୍ଟେସନ ଅଫିସର
ନିରଂଜନ ମନ୍ତ୍ରୀ,ଲିଡି ଫାୟାର ଅଫିସର
ବିଜୟ ନାରାୟଣ ପଣ୍ଡା,ଡ୍ରାଇଭର ହାବିଲଦାର
ସର୍ବେଶ୍ବର ମହାରଣା,ଫାୟାରମ୍ଯାନକୁ ସମ୍ମାନିତ କରାଯାଇଛି।
ସେହିପରି ହୋମଗାର୍ଡ କ୍ଷେତ୍ରରେ ପ୍ରଶଂସନିୟ ସେବା ନିମନ୍ତେ:
ରମେଶ ଚନ୍ଦ୍ର ମହାନ୍ତି,ପ୍ଲାଟୁନ କମାଣ୍ଡର
ଲିଲି ପୃଷ୍ଟି, ମହିଳା ହୋମ ଗାର୍ଡ

ସେହିପରି ସିଭିଲ ଡିଫେନସରେ ଅରୁଣ କୁମାର ଜେନା, ସିଭିଲ ଡିଫେନସଙ୍କୁ ସମ୍ମାନିତ କରାଯାଇଛି । ଏନ ରାଜେନ୍ଦ୍ର ଦୋରା ସିଭିଲ ଡିଫେନସକୁ ରାଜ୍ୟପାଳ ପଦକ ସହ ମାନପତ୍ର ଓ ଅର୍ଥରାଶିରେ ଦେଇ ସମ୍ମାନିତ କରିଛନ୍ତି ।