ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୩୩୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୭୪ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।
Covid-19 Report For 19th September
New Positive Cases: 4330
In quarantine: 2556
Local contacts: 1774(Details of local contacts will be shared by concerned Dist Administration)
District Wise Cases
1. Angul: 176
2. Balasore: 121
3. Bargarh: 99
4. Bhadrak: 74
5. Balangir: 79— I & PR Department, Odisha (@IPR_Odisha) September 20, 2020
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୩୩୦ ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୪ ଟି ଓ କଟକ ଜିଲ୍ଲାରୁ ୫୪୯ ଟି ମାମଲା ରହିଛି । ସେହିପରି ପୁରୀରୁ ୨୯୨ଟି, ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, କଳାହାଣ୍ଡିରୁ ୧୦୦, କନ୍ଧମାଳରୁ ୧୭୮, ବରଗଡ଼ରୁ ୯୯, ବାଲେଶ୍ୱରରୁ ୧୨୧, ଅନୁଗୁଳରୁ ୧୭୬ଟି, ମୟୁରଭଞ୍ଜରୁ ୧୫୨, ଝାରସୁଗୁଡ଼ାରୁ ୧୫୩, ନୂଆପଡ଼ାରୁ ୬୨, ସମ୍ବଲପୁରରୁ ୧୦୭, ବଲାଙ୍ଗୀରରୁ ୭୯ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ ଗଞ୍ଜାମରୁ ୫୧, କେନ୍ଦୁଝରରୁ ୧୧୮ ଟି, ନବରଂଗପୁରରୁ ୧୩୩ଟି, କୋରାପୁଟରୁ ୯୪ଟି, ରାୟଗଡ଼ାରୁ ୮୫ଟି, ସୋନପୁରରୁ ୨୫ଟି, ଭଦ୍ରକରୁ ୭୪ଟି, ନୟାଗଡ଼ରୁ ୫୩ଟି, ସୁନ୍ଦରଗଡ଼ରୁ ୧୨୩ଟି, ଢେଙ୍କାନାଳରୁ ୬୭ଟି ମାମଲା ଚିହ୍ନଟ ହୋଇଛି ।