ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ୪୨୩୭ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୫୨ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୪୮୫ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।
Covid-19 Report For 22nd September
New Positive Cases: 4237
In quarantine: 2485
Local contacts: 1752(Details of local contacts will be shared by concerned Dist Administration)
District Wise Cases
1. Angul: 110
2. Balasore: 161
3. Bargarh: 121
4. Bhadrak: 136
5. Balangir: 67— I & PR Department, Odisha (@IPR_Odisha) September 23, 2020
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୨୩୭ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଟି ଓ କଟକ ଜିଲ୍ଲାରୁ ୫୭୭ ଟି ମାମଲା ରହିଛି ।
ସେହିପରି ପୁରୀରୁ ୨୧୯ଟି, ଯାଜପୁରରୁ ୨୦୧ଟି, ଜଗତସିଂହପୁରରୁ ୧୭୩, କେନ୍ଦ୍ରାପଡ଼ାରୁ ୧୪୮ଟି, ବରଗଡ଼ରୁ ୧୨୧, ବାଲେଶ୍ୱରରୁ ୧୬୧, ଅନୁଗୁଳରୁ ୧୧୦ଟି, ମୟୁରଭଞ୍ଜରୁ ୧୩୯, ଝାରସୁଗୁଡ଼ାରୁ ୨୦୫, ନୂଆପଡ଼ାରୁ ୧୧୫, ସମ୍ବଲପୁରରୁ ୧୧୧, ବଲାଙ୍ଗୀରରୁ ୬୭ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୪୨ ଟି, ନବରଂଗପୁରରୁ ୭୦ଟି, କୋରାପୁଟରୁ ୮୯ଟି, ରାୟଗଡ଼ାରୁ ୫୧ଟି, ସୋନପୁରରୁ ୧୩୧ଟି, ଭଦ୍ରକରୁ ୧୩୬ଟି, ଗଂଜାମରୁ ୭୧ଟି, ଗଜପତିରୁ ୪୨ଟି, ନୟାଗଡ଼ରୁ ୫୦ଟି, ସୁନ୍ଦରଗଡ଼ରୁ ୧୦୧ଟି, ଢେଙ୍କାନାଳରୁ ୭୦ଟି, ମାଲକାନିଗିରିରୁ ୪୪ଟି, ଦେବଗଡ଼ରୁ ୨୨ଟି ମାମଲା ଚିହ୍ନଟ ହୋଇଛି ।