ଭୁବନେଶ୍ୱର: ଆଜି ପୁଣି ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯ରେ ପହଁଚିଛି ।
Another #COVID19 400 patients have recovered and are being discharged on 21.7.2020.
137 from Ganjam
58 from Cuttack
46 from Khurdha
41 from Koraput
37 from Jajpur
14 from Keonjhar
10 from Kendrapara
9 from Mayurbhanj
7 from Nayagarh
7 from Sundergarh
5 from Baragarh— H & FW Dept Odisha (@HFWOdisha) July 21, 2020
ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୩୭ ଜଣ ଅଛନ୍ତି । ସେହିପରି କଟକର ୫୮, ଖୋର୍ଦ୍ଧାର ୪୬, କୋରାପୁଟର ୪୧, ଯାଜପୁରର ୩୭, କେଉଁଝରର ୧୪, କେନ୍ଦ୍ରାପଡାର ୧୦, ମୟୂରଭଞ୍ଜର ୯, ନୟାଗଡର ୭, ସୁନ୍ଦରଗଡର ୭ ଓ ବରଗଡର ୫ ରହିଛନ୍ତି।
ସେହିପରି ଜଗତସିଂପୁର ଓ ସୋନପୁରରୁ ୫ଜଣ ଲେଖାଏଁ, ଅନୁଗୋଳ, କଳାହାଣ୍ଡି ଓ ପୁରୀରୁ ୪ଜଣ ଲେଖାଏଁ, ବୌଦ୍ଧର ୩, ଭଦ୍ରକରୁ ୨, ରାୟଗଡା ଓ ସମ୍ବଲପୁରର ଜଣେ ଲେଖାଏଁ ସୁସ ହୋଇ ହସ୍ପିଟାଲରୁ ଡସଚାର୍ଜ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।