ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲକ୍ ଡାଉନ୍ ସମୟ ସୀମାକୁ ଏପ୍ରିଲ ୩୦ ଯାଏ ବଢାଇବା ସ୍ୱାଗତଯୋଗ୍ୟ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡଶିା ସରକାର ରାଜ୍ୟର ଲକ୍ ଡାଉନ ସମୟ ସୀମାକୁବୃଦ୍ଧି କରବିା ନଷ୍ପିତକିୁ ସମର୍ଥନ କରଛିନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ସମୟ ସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । କରୋନାର ମୁକାବିଲା କରିବା ପାଇଁ ଲକ୍ ଡ଼ାଉନକୁ ଶତ ପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କଥା ମାନିବା । ଶ୍ରୀ ପ୍ରଧାନ ଟି୍ୱଟି କରିନଜ୍ି ମତ ପ୍ରକାଶ କରିଛନ୍ତି ।
ଏହାସହ ଶ୍ରୀ ପ୍ରଧାନ କକରାନାର ମୁକାବଲିା କରବିା ପାଇଁଲକ୍ ଡାଉନକୁ ଶତ ପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କର୍ା ମାନିବା । ନିଜ ଘରେ ରହିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା ଓ ନିଜକୁ ସୁରକ୍ଷିତ ରଖିବାକୁ ପରାମଶ୍ୟ ଦେଇଛନ୍ତି ।