ଭୁବନେଶ୍ୱର: ମହାମାରୀ କରୋନାରୁ ସୁସ୍ଥ ହେଲେ ୩୩୦୩ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୦୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
Another 3303 #COVID19 patients have recovered and are being discharged on 02.09.2020
650 from Cuttack
493 from Khordha
213 from Jajapur
209 from Ganjam
185 from Rayagada
172 from Sambalpur
149 from Koraput
128 from Puri
125 from Nayagarh
104 from Mayurbhanj
90 from Keonjhar— H & FW Dept Odisha (@HFWOdisha) September 2, 2020
ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକ ଜିଲ୍ଲାରୁ ସର୍ବାଧିକ ୬୫୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୯୩, ଯାଜପୁରରୁ ୨୧୩, ଗଞ୍ଜାମରୁ ୨୦୯, ରାୟଗଡ଼ାରୁ ୧୮୫, ସମ୍ୱଲପୁରରୁ ୧୭୨, କୋରାପୁଟରୁ ୧୪୯, ପୁରୀରୁ ୧୨୮, ନୟାଗଡ଼ରୁ ୧୨୫, ମୟୂରଭଞ୍ଜରୁ ୧୦୪, କେନ୍ଦୁଝରରୁ ୯୦, ସୁନ୍ଦରଗଡ଼ରୁ ୮୭, ଅନୁଗୋଳରୁ ୮୦, ବାଲେଶ୍ୱରରୁ ୭୯, ମାଲକାନଗିରିରୁ ୭୬, କନ୍ଧମାଳରୁ ୫୫, ଭଦ୍ରକରୁ ୪୯, ଜଗତସିଂହପୁରରୁ ୪୯, ବଲାଙ୍ଗିରିରୁ ୪୭, ଗଜପତିରୁ ୩୭, ବରଗଡ଼ରୁ ୩୫, ନୂଆପଡ଼ାରୁ ୩୫, ନବରଙ୍ଗପୁରରୁ ୩୪, ଢେଙ୍କାନାଳରୁ ୩୨, କେନ୍ଦ୍ରାପଡ଼ାରୁ ୩୦, ସୋନପୁରରୁ ୨୫, ଝାରସୁଗୁଡ଼ାରୁ ୧୩, ଦେବଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।