ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନରୁ ୮୪ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୩୦ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ଆଜି ୩୫୪ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 7th Oct 2020(till 9am). pic.twitter.com/DQa8YGMaz6— BMC (@bmcbbsr) October 7, 2020
ବଡ଼ଗଡ଼ରୁ ୫, ବରମୁଣ୍ଡାରୁ ୯, ବମିଖାଲରୁ ୪, ଚନ୍ଦ୍ରଶେଖରପୁରରୁ ୬, ୟୁନିଟ୍-୬ରୁ ୧୦, ଟଙ୍କପାଣି ରୋଡ଼୍ରୁ ୬, ସୁନ୍ଦରପଦାରୁ ୭, ଜାଗମରାରୁ ୪, ସହିଦ୍ ନଗରରୁ ୯, କଳିଙ୍ଗ ବିହାରରୁ ୪, ଖଣ୍ଡଗିରିରୁ ୮, ଲକ୍ଷ୍ମୀସାଗରରୁ ୭, ଲକ୍ଷ୍ମୀସାଗରରୁ ୪, ମଞ୍ଚେଶ୍ୱରରୁ ୩, ଝାରପଡ଼ାରୁ ୧୨, ଓଲ୍ଡ ଟାଉନ୍ରୁ ୧୫, ୟୁନିଟ୍-୯ରୁ ୭, ୟୁନିଟ୍-୮ରୁ ୫, ଶୈଳଶ୍ରୀ ବିହାରରୁ ୪, ପାତ୍ରପଡ଼ାରୁ ୫, ପଟିଆରୁ ୪, ରସୁଲଗଡ଼ରୁ ୯, ନୟାପଲ୍ଲୀରୁ ୬ ଲୋକାଲ୍ କେସ ଚିହ୍ନଟ ହୋଇଛି।