ମୁମ୍ବାଇ : ବଲିଉଡ୍ର ଆଡଲ୍ଟ ମଡେଲ ପୁନମ୍ ପାଣ୍ଡେ ସୋସିଆଲ ମିଡିଆରେ ନିଜର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଖୁବ୍ ବୋଲ୍ଡ ଲୁକ୍ ଦେଇଛନ୍ତି। ସେ ଇଣ୍ଟରନେଟ୍ରେ ପୁଣିଥରେ ନିଜର ଟପ୍ଲେସ୍ ଫଟୋ ଶେୟାର କରି ଲୋକଙ୍କୁ ଚକିତ କରାଇ ଦେଇଛନ୍ତି। ସବୁବେଳେ ଇଣ୍ଟରନେଟ୍ରେ ନିଜର ଋକ୍ସକ୍ଟଗ୍ଧସମ ଠସୟରକ୍ଟଗ୍ଦ ଏବଂ ଝରଙ୍ଘଚ୍ଚ ଠସୟରକ୍ଟଗ୍ଦ ଶେୟାର କରି ପୁନମ୍ ଚର୍ଚ୍ଚାରେ ରହିଥାଆନ୍ତି।
ପୁନମ୍ ନିଜ ଫଟୋ ଶେୟାର କରି କ୍ୟାପସନ୍ ଲେଖିଛନ୍ତି, ‘ଏ ହେଉଛି ମୋର ସବୁଠାରୁ ପସନ୍ଦର ଫଟୋ। କ’ଣ ଆପଣଙ୍କୁ ବି ଏହା ପସନ୍ଦ’? ନିଜର ଏହି ନଟି କ୍ୟାପସନ ସହ ପୁନମ୍ ପୁଣିଥରେ ଫ୍ୟାନ୍ସଙ୍କୁ ମତୁଆଲା କରୁଥିବା ଦେଖିବାକୁ ମିଳିଛି।
ପୁନମ୍ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ କରିଥାଆନ୍ତି। ସେ ନିଜର ଅଙ୍ଗ ପ୍ରଦର୍ଶନ କରି ଲୋକଙ୍କ ଭିତରେ ସେଣ୍ଟର ଅଫ୍ ଆଟ୍ରାକ୍ସନ ବନିଥାଆନ୍ତି। ଇନ୍ଷ୍ଟାଗ୍ରାମରେ ମଝିରେ ମଝିରେ ଲାଇଭ୍ ଆସି ନିଜ ଫ୍ୟାନ୍ମାନଙ୍କ ସହ କଥା ମଧ୍ୟ ହୋଇଥାଆନ୍ତି। ଏବେ ତାଙ୍କର ଫଟୋ ଖୁବ୍ ଭାଇରାଲ ହେଉଛି। ଆଉ ତାଙ୍କର ଜୋଶ୍ ଦେଖି ଲୋକେ ମଧ୍ୟ ଫିଦା ହୋଇଯାଉଛନ୍ତି।