ଭୁବନେଶ୍ବର: ରାଜ୍ୟରୁ ଆଜି୨୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ରାଜ୍ୟର ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।
ବଲାଙ୍ଗୀରରୁ ୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୦ଜଣ, ବଲାଙ୍ଗୀରରୁ ୨୫ଜଣ, ଅନୁଗୁଳରୁ ୨୦ଜଣ, କଟକରୁ ୧୭ଜଣ, ସମ୍ବଲପୁରରୁ ୧୪ଜଣ, ଝାରସୁଗୁଡ଼ାରୁ ୧୨ଜଣ, ଖୋର୍ଧାରୁ ୧୦ଜଣ, ପୁରୀରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୯ଜଣ, ମୟୁରଭଞ୍ଜରୁ ୯ଜଣ, ବାଲେଶ୍ବରରୁ ୮ଜଣ, କେନ୍ଦୁଝରରୁ ୭ଜଣ, ଯାଜପୁରରୁ ୬ଜଣ, ଭଦ୍ରକରୁ ୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦେଇଛି।
Another 256 Covid patients have recovered and are being discharged on 15.01.2021
40 from Bolangir
40 from Sundargarh
25 from Bargarh
20 from Anugul
17 from Cuttack
14 from Sambalpur
12 from Jharsuguda
10 from Khordha
10 from Puri
9 from Kendrapara
9 from Mayurbhanj— H & FW Dept Odisha (@HFWOdisha) January 15, 2021
ଜଗତସିଂହପୁରରୁ ୪ଜଣ, ନୂଆପଡ଼ାରୁ ୪ଜଣ, ଦେବଗଡ଼ରୁ ୩ଜଣ, ଢ଼େଙ୍କାନାଳରୁ ୨ଜଣ, ଗଞ୍ଜାମରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, କଳାହାଣ୍ଡିରୁ ଜଣେ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ଜଣେ, ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
256 more covid patients have recovered in odisha