୨୧ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲା ପାଇଁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ବ

ଭୁବନଶେ୍ବର  : ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାର ଗାଇଡ୍‌ଲାଇନ୍‌ ଜାରି କରୁଛନ୍ତି । ତବେେ ର୍ବତ୍ତମାନ ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୨୧ ଜଣ IASଙ୍କୁ କୋଭିଡ୍‌ ର୍ପଯ୍ୟବକେ୍ଷକ ଦାୟିତ୍ବ ଦିଆଯାଇଛି । ମଧୂସୁଦନ ପାଢୀଙ୍କୁ ବାଲଶେ୍ବର ଓ ଭ୍ରଦକ ଦାୟିତ୍ବ ଦିଆଯାଇଛି ।

ଅନୁ ର୍ଗଗ ଏବଂ ଏନ୍‌ ଥିରୁମାଲା ନାଏକଙ୍କୁ ଭୁବନଶେ୍ବର ସିଟି ଦାୟିତ୍ବ ଦିଆଯାଇଥିବା ବଳେେ ମଧୂସୁଦନ ପାଢୀଙ୍କୁ ବାଲଶେ୍ବର ଓ ଭ୍ରଦକ ଦାୟିତ୍ବ ଦିଆଯାଇଛି । ସହେିଭଳି ସତ୍ୟବ୍ରତ ସାହୁ ଏବଂ ବଣେୁଧର ବହେରୋଙ୍କୁ ବଲାଙ୍ଗିର, ବରଗଡ ଏବଂ ନୂଆପଡା ଦାୟିତ୍ବ ଦିଆଯାଇଛି । ନିକୁଞ୍ଜ ଧଳଙ୍କୁ ଝାରସୁଗୁଡା ଏବଂ ସୁନ୍ଦରଗଡ ଦାୟିତ୍ବ ଦିଆଯାଇଛି । ସୁରନେ୍ଦ୍ର କୁମାର ଏବଂ ଶ୍ରୀକାନ୍ତ ପୃଷ୍ଟିଙ୍କୁ ମୟୂରଭଞ୍ଜ ଏବଂ କନେ୍ଦୁଝର ଦାୟିତ୍ବ ଦିଆଯାଇଥିବା ବଳେେ ଜି ମାଥିବାତନମ୍‌ଙ୍କୁ ଗଞ୍ଜାମ ଏବଂ ଗଜପତି ଦାୟିତ୍ବ, ହମେନ୍ତ ର୍ଶମା ଏବଂ ସୁରଶେ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତସିଂପୁର ଏବଂ କନେ୍ଦ୍ରାପଡା । ବିଷ୍ଣୂପଦ ସଠେି ଏବଂ ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୁଳ, ଦବେଗଡ ଏବଂ ଢଙେ୍କାନାଳ ଦାୟିତ୍ବ ଦିଆଯାଇଥିବା ବଳେେ ଚିତ୍ରା ଅରୁମୁଗାମଙ୍କୁ ସମ୍ବଲପୁର ଏବଂ ସୋନପୁର ଦାୟିତ୍ବ ଦିଆଯାଇଛି । ସାଶ୍ବତ ମିଶ୍ର ଏବଂ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଦାୟିତ୍ବ, ଭି. ଭି. ଯାଦବ ଏବଂ ରାସିଦ ଖାନଙ୍କୁ କୋରାପୁଟ, ମାଲକାନାଗିରି, ରାୟଗଡା ଏବଂ ନବରଙ୍ଗପୁର ଦାୟିତ୍ବରେ ଅଛନ୍ତି। ତମେଜନେ୍‌ଓ୍ବାପାଙ୍ଗ୍‌ଙ୍କୁ ଗଜପତି ଦାୟିତ୍ବ, ଅନିଲ କୁମାର ସାମଲଙ୍କୁ କଟକ ସିଟି, କଟକ ରୁରାଲ, ନୟାଗଡ, ପୁରୀ ଏବଂ ଖୋର୍ଦ୍ଧା ରୁରାଲ ଏବଂ ସୁଶାନ୍ତ ମହାପାତ୍ର କଟକ ସିଟି ଏବଂ କଟକ ରୁରାଲ ଦାୟିତ୍ବ ଦିଆଯାଇଛି ।

21 ias gets covid observor charge