ଭୁବନେଶ୍ୱର: ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ହୋଇଛି। ତେବେ ଏହି ଦୁଇଜଣ ବାଲେଶ୍ୱର ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଜିଲ୍ଲାୱାରି ମାନଚିତ୍ରରୁ ସୂଚନା ମିଳିଛି। ପୂର୍ବରୁ ବାଲେଶ୍ୱରରେ ୮ ଜଣ ଆକ୍ରାନ୍ତ ଥିବାବେଳେ ଏବେ ସେହି ସଂଖ୍ୟା ୧୦ରେ ପହଂଚିଛି। ଏହାଫଳରେ ରାଜ୍ୟର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହୋଇଛି।
Next Post