ନଦୀରେ ବୁଡି ଦୁଇ ନାବାଳିକା ମୃତ

ନବରଙ୍ଗପୁର: ନଦୀକୁ ଯାଇଥିବା ବେଳେ ଗୋଡ ଖସିଯାଇ ଦୁଇ ନାବାଳିକା ମୃତ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରୁନିଗୁଡା ଗାଁର ଘଟଣା । ତେବେ ନଦୀକୁ ଗଧୋଇବାକୁ ଯାଇଥିବାବେଳେ ଗୋଡଖସିଯାଇ ମୃତ୍ୟୁ ବରଣ କରୁଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ କରୁଛି ପୋଲିସ ।