ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

ଭୁବେନଶ୍ୱର: ରାଜ୍ୟରେ ପ୍ରଥମ କୋରୋନା ମୃତ୍ୟୁ । ଝାରପଡା ଅଂଚଳର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କର ଗତକାଲି ଦେହାନ୍ତ ହୋଇଥିବାବେଳେ ତାଙ୍କ ରକ୍ତ ନମୂନା କୋରୋନା ପଜେଟିଭ୍ ଆସିଛି । ତେବେ ସେ ୪ ତାରିଖରେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ଏମ୍ସରେ ଭର୍ତି ହୋଇଥିଲେ । ସେପଟେ ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ।