ଭୁବନେଶ୍ୱର: ରାଜ୍ୟ ଦିନକୁ ବିଗୁଡୁଛି କରୋନା ସ୍ଥିତି । ପ୍ରତିଦିନ ଗଡୁଛି ମୁଣ୍ଡ । ଆଜି ପୁଣି ଆଉ ୧୪ ଜଣଙ୍କ କରୋନାରେ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି ।
Regret to inform the demise of fourteen #COVID19 positive patients while under treatment in hospitals.
1.A 52-year old male of Balasore district who was also suffering from Diabetes.
2.A 56-year old male of Bhadrak district who was also suffering from Diabetes.
— H & FW Dept Odisha (@HFWOdisha) September 30, 2020
ଆଜି କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କଟକ, ଗଂଜାମ, କଳାହାଣ୍ଡି, କନ୍ଧମାଳରୁ ଜଣେ ଲେଖାଏଁ ଅଛନ୍ତି । ଖୋର୍ଦ୍ଧାରୁ ୩, ନୟାଗଡରୁ ୩, ପୁରୀରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।