ଚୀନରେ ଭୂକମ୍ପ: ୧୧ ମୃତ, ୧୨୨ ଆହତ

ବେଜିଂ: ଚାଇନାର ସିଚୁଆନାରେ ଗତକାଲି ଭୂମିକମ୍ପ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୋଟିଏ ହୋଟେଲ୍, ଅନେକ ଘର ଭୁଶୁଡି ପଡ଼ିଥିବାବେଳେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ଚାଇନା ଆର୍ଥକ୍ୱେକ୍ ସେଣ୍ଟରର ସୂଚନା ଅନୁଯାୟୀ ସିଚୁଆନରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୩ ରହିଥିଲା। ସେହିପରି ଆଜି ସକାଳେ ହୋଇଥିବା ଭୂମିକମ୍ପର ତୀବ୍ରତା ୬.୦ ରହିଛି।

ଉଦ୍ଧାର କାର୍ଯ୍ୟ ପାଇଁ ଏକ ଟିମ୍ ଚାଇନା ସରକାର ପଠାଇଛନ୍ତି। ଯେଉଁଥିରେ ୬୩ ଫାୟର ଟେଣ୍ଡର ଏବଂ ୩୦୨ ଦମକଳ କର୍ମୀ ନିୟୋଜିତ ରହିଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ଚାଇନା ସରକାର ତରଫରୁ ୫ ହଜାର ଟେଣ୍ଟ, ୧୦ ହଜାର ଖଟ ଏବଂ ୨୦ ହଜାର ଗଦି ଯୋଗାଇ ଦିଆଯାଇଛି।

ପ୍ରଭାବିତ ଲୋକଙ୍କ ପାଇଁ ଚାଇନା ସରକାର ତରଫରୁ ୫ ହଜାର ଟେଣ୍ଟ, ୧୦ ହଜାର ଖଟ ଏବଂ ୨୦ ହଜାର ଗଦି ଯୋଗାଇ ଦିଆଯାଇଛି।India’s only MBA program that focuses on Digital MarketingCareers of Tomorrow by Amity OnlineSponsoredWANTED: people over fifty-five for free hearing aid trialHearing Aid TrialOne Must-Have Device When Traveling Out Of IndiaMuama TranslatorSponsored Links1/2/3 BHK homes in Sarjapur Rd, Bangalore from ₹43L. Enquire Now!Assetz PropertySponsoredयह चीज एक रात में पेट की 17 कि चर्बी उड़ा देगी! बस सोते समय खाएँ…NutritionPress fit only provides 30% metal to metal contact. Use LOCTITELoctiteSponsored LinksUp To 30.000₹ A Week. This Is How You Can Starthttp://increaseyourrevenuesnow.comSponsoredThis ‘Game of Thrones’ Game Is Getting Very Popular In IndiaGame of Thrones – Official GameThe Most Beautiful Royal WomenHoochSponsored LinksShe sticks a rose stalk into a potato and look what happens a week later! Amazing!ReadBakerySponsoredPeople from India cannot believe these flight pricesTravel Deals ShopSurrogate Gives Birth To “Twins” Then Doctors Did A DNA TestPostFunSponsored Linksମାଡ଼ି ଆସୁଛି ଆଉ ଏକ ବାତ୍ୟା!Odisha Reporterଏହି ରାଶିର ମହିଳା ନିଜ ସ୍ୱାମୀଙ୍କୁ ରଖନ୍ତି ହାତମୁଠାରେ !Odisha ReporterSubscribe to our newsletterSubscribeବିହାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ