ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଗତ ୨୪ ଘଣ୍ଟା ଭିତରେ ଆଉ ୧୦ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି । ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ବାଲେଶ୍ୱରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କ ଜୀବନ ଯାଇଛି ।
Regret to inform the demise of 10 Covid positive patients while under treatment in hospitals.
1. A 54-year old male of Sundergarh district who was also suffering from Diabetes.
2. A 37-year old male of Gajapati district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 25, 2020
ସେହିପରି ଗଞ୍ଜାମ ଜିଲ୍ଲାରେ ଆଉ ୩ ଜଣଙ୍କୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୨ ଏବଂ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍ ।
3. A 37-year old male of Balasore district who was also suffering from Spondyloarthropathy with immunosupression.
4. A 30-year old male of Ganjam district who was also suffering from Diabetes and Hypertension.
5. A 60-year old male of Ganjam district.
— H & FW Dept Odisha (@HFWOdisha) July 25, 2020
୧୦ ଜଣଙ୍କ ଭିତରେ ଜଣେ ମହିଳା ଓ ୯ ଜଣ ପୁରୁଷ ଅଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି ।
6. A 61-year old male of Jharsuguda district.
7. A 60-year old male of Sundergarh district.
8. A 60-year old male of Ganjam district.
9. A 60-year old female of Balasore district who was also suffering from Diabetes and Obesity.
— H & FW Dept Odisha (@HFWOdisha) July 25, 2020
10. A 47-year old male of Rayagada district who was also suffering from Chronic Obstructive Pulmonary Disease and Obesity.
— H & FW Dept Odisha (@HFWOdisha) July 25, 2020
ମୃତକଙ୍କ ସମ୍ପର୍କରେ ସୂଚନା:
– ସୁନ୍ଦରଗଡ଼ ଜିଲ୍ଲାର ୫୪ ଓ ୬୦ ବର୍ଷୀୟ ବ୍ୟକ୍ତି
– ଗଜପତି ଜିଲ୍ଲାର ୩୭ ବର୍ଷୀୟ ପୁରୁଷ
– ବାଲେଶ୍ୱର ଜିଲ୍ଲାର ୩୭ ବର୍ଷୀୟ ପୁରୁଷ, ୬୦ ବର୍ଷୀୟ ମହିଳା
– ଗଞ୍ଜାମ ଜିଲ୍ଲାର ୩୦ ବର୍ଷୀୟ ପୁରୁଷ
– ଗଞ୍ଜାମ ଜିଲ୍ଲାର ୬୦ ବର୍ଷୀୟ ଦୁଇ ଜଣ କରୋନା ଆକ୍ରାନ୍ତ
– ଝାରସୁଗୁଡ଼ା ଜିଲ୍ଲାର ୬୧ ବର୍ଷୀୟ ପୁରୁଷ
– ରାୟଗଡ଼ା ଜିଲ୍ଲାର ୪୭ ବର୍ଷୀୟ ପୁରୁଷ