ସରିଲା ଜୁନ,ଠିକରେ ହେଲାନି ବର୍ଷା, ଢ଼େଙ୍କାନାଳରେ ସ୍ବାଭାବିକ ଠାରୁ ୪୪% କମ୍

ଭୁବନେଶ୍ବର: ଜୁନ ମାସ ସରିଲାଣି ହେଲେ ଆବଶ୍ୟକୀୟ ପରିମାଣରେ ହେଉନି ବର୍ଷା । ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବାଭାବିକ ଠାରୁ କମ୍ ବର୍ଷାହୋଇଛି । ଆଠଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ମାଲକାନାଗିରିରେ ସର୍ବାଧିକ୩୩୪.୫ ମି.ମି ବର୍ଷାହୋଇଛି । ସେହିପରି
ଢ଼େଙ୍କାନାଳରେ ସ୍ବାଭାବିକ ଠାରୁ ୪୪% କମ୍ ବର୍ଷା ହୋଇଛି ।