ରାଜ୍ୟ ବାହାରେ ଥିବା ଓଡିଆ ଶ୍ରମିକଙ୍କ ଚିନ୍ତା : ନୋଡାଲ ଅଫିସରଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଥିବା ଓଡିଆ ଶ୍ରମିକ ଏବେ ଅସୁବିଧାରେ ଅଛନ୍ତି । ସେମାନଙ୍କୁ କିପରି ସେଠାରେ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ସୁବିଧା ଦିଆଯାଇପାରିବ ସେନେଇ ଅଫିସରଙ୍କ ଏକ ନୋଡାଲ ଟିମ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବାହାରେ  ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସବୁ ସୁବିଧା  ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟୀତ୍ୱ ଦେଇଛନ୍ତି । । ପ୍ରବାସୀ ଓଡ଼ିଆମାନେ ନିଜ ଅଞ୍ଚଳର ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରିପାରିବେ । ସମସ୍ୟାରେ ଥିଲେ ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରି ସମାଧାନର ରାସ୍ତା ପାଇପାରିବେ ।

କେଉଁରାଜ୍ୟ ଦାୟିତ୍ୱରେ କେଉଁ ଅଫିସର ଓ ଟେଲିଫୋନ ନମ୍ବର

ତଲେଙେ୍ଗାନା: 

ୟଦେୁଲା ବିଜୟ-୦୬୭୪-୨୩୨୩୦୬୮

ଆନ୍ଧ୍ରପ୍ରଦଶେ :

ବି. ପରମଶେ୍ୱରନ-୦୬୭୪-୨୩୯୩୨୭୫

ବିହାର ଓ ଝାଡ଼ଖଣ୍ଡ:

ସାଦିକ ଆଲାମ-୦୬୭୪-୨୫୭୩୩୧୦

ପଶ୍ଚିମବଙ୍ଗ:

ଶ୍ରୀଭାସ୍କର ଜ୍ୟୋତି ର୍ଶମା-୦୬୭୪-୨୩୯୦୧୧୬

ତାମିଲନାଡୁ:

ଚିତ୍ରା ଅରୁମୁଗମ-୦୬୭୪-୨୫୩୬୬୩୧

ଗୁଜୁରାଟ:

ଜୱାଲେ ନୀତିନ ଭାନୁଦାସ-୦୬୭୪-୨୫୪୩୪୬୧

ମହାରାଷ୍ଟ୍ର:

ରାଜଶେ ପ୍ରଭାକର ପାଟିଲ-୦୬୭୪-୨୩୯୨୯୦୬

କରେଳ:

ଏମ ମୁଥୁକୁମାର-୦୬୭୪-୨୩୯୫୫୩୨

ଦିଲ୍ଲୀ/ଏନସିଆର:

ସଂଜୀବ ମିଶ୍ର-୦୬୭୪-୨୩୦୧୮୪୮୮

ଅନ୍ୟ ରାଜ୍ୟ ପାଇଁ:

ଅମିତାଭ ଠାକୁର- ୦୬୭୪-୨୫୩୩୨୩୦

ଭିନ୍ନ ସମସ୍ୟାରେ ପଡ଼ିଥିବା ଲୋକଙ୍କ ମଙ୍ଗଳ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷପେ ନେଇଛନ୍ତି । ସମୋନଙ୍କ ସୁରକ୍ଷିତ ଆଗମନ ପାଇଁ ନୋଡାଲ ଟିମ ଗଠନ କରାଯାଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲଖେିଥିଲେ ।