ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ହାର ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଏହି କ୍ରମରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୪୫୦ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୨୯ ହଜାର ୧୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୪୩ ଜଣ ରହିଛନ୍ତି ।
Another 450 Covid patients have recovered and are being discharged on 31.10.2021
243 from Khordha
29 from Cuttack
24 from Sambalpur
14 from Baleswar
12 from Jagatsinghpur
8 from Jajapur
8 from Kendrapara
8 from Mayurbhanj
8 from Sundargarh
7 from Bhadrak
7 from Puri— H & FW Dept Odisha (@HFWOdisha) October 31, 2021