ଭୁବନେଶ୍ବର:ଚଳିତ ଆର୍ଥିକ ବର୍ଷରେ ପୋଲିସ ଫୋର୍ସର ଆଧୁନିକି କରଣ ପାଇଁ ଖର୍ଚ୍ଚ ହେବ ୪୦ କୋଟି ଟଙ୍କା । ଏଥିରେ ମାଓ ମୁକାବିଲା ପାଇଁ ଡ୍ରୋନ୍ କିଣାଯିବା ସହ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ । ଏନେଇ ସଚିବାଳୟରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚକ୍ଷମତା ସଂପର୍ଣ ବୈଠକରେ ନିସ୍ପତି ହୋଇଛି । ଏହି ବୈଠକରେ ଗୃହ ସଚିବ, ଗୃହ ବିଭାଗ ସ୍ବତନ୍ତ୍ର ସଚିବ, ପୋଲିସ ଡିଜି ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ ।
Prev Post