ଜଟଣୀସ୍ଥିତ ପୂର୍ବତଟ ରେଳ ବିଭାଗର ଅର୍ବାନ ବ୍ୟାଙ୍କରୁ ଚୋରି ଅଭିଯୋଗ

ଖୋର୍ଦ୍ଧା:ଜଟଣୀସ୍ଥିତ ପୂର୍ବତଟ ରେଳ ବିଭାଗର ଅର୍ବାନ ବ୍ୟାଙ୍କରୁ ଚୋରି ଅଭିଯୋଗ ହୋଇଛି ।
ଗୋଟିଏ କମ୍ପ୍ୟୁଟର ସହ ବିଭିନ୍ନ କାଗଜପତ୍ର ଚୋରି ହୋଇଥିବା ହୋଇଛି ଅଭିଯୋଗ ।ଗତକାଲି ରାତିରେ ଚୋରି ହୋଇଥିବା ନେଇ ଜଟଣୀ ଥାନାରେ ମାମଲା ରୁଜୁ ହୋଇଛି ।ପୋଲିସ ତଦନ୍ତ ଆରମ୍ଭ କରିଛି ।