ଚାଲିଗଲେ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ କର

ଚାଲିଗଲେ  ବିଶିଶ୍ଟ ସଂଗୀତଜ୍ଞ ପ୍ରଫୁଲ କର। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରବିବାର ରାତିରେ ଆଖି ବୁଜିଛନ୍ତି ଏହି ସଙ୍ଗୀତ ଯାଦୁକର  । ଶହ ଶହ ସୁମଧୁର ଗୀତରେ ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଆଖି ବୁଝିଛନ୍ତି  ।  ରବିବାର ରାତି ୯.୩୦ରେ ପ୍ରଫୁଲ କରଙ୍କ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁତ୍ର ମହାଦୀପ କର  ।