ଆଜି ବିଜେଡିର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜେଡି ତାର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ସୂର୍ଯ୍ୟୋପରାଗ କାରଣରୁ ପ୍ରତିଷ୍ଠା ଦିବସ ପାଳନ କରିବାର ସମୟ ପରିବର୍ତନ କରାଯାଇଛି । ଏଥର ଅପରାହ୍ନ ୪ଟାରେ ଦଳୀୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସ୍ତରୀୟ ସଭା ଅନୁଷ୍ଠିତ ହେବ । ତେବେ ଏହି ପ୍ରତିଷ୍ଠା ଦିବସରେ ତାର ରଣନୀତି ପରିବର୍ତନ କରିପାରେ ବୋଲି ଆଶା କରାଯାଉଛି ।