ସାମାଜକି ଦରତ୍ୱ ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବଜିୟକୁ ସନୁଶ୍ଚିିତ କରିବ : ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମମ ରାତି୯ଟାରେ ୯ ମିନିଟ୍ ପାଇଁ ସପରିବାର ଦୀପ ଜାଳିଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ନୂଆଦଲ୍ଲିୀରେ ପରିବାର ସହ୍ ଦୀପ ଜାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମମେନ୍ଦ୍ର ପ୍ରଧାନ । କରୋନା ମହାମାରୀ ଲଢେଇରେ ଆମ ମାନଙ୍କ ସମାଜିକ ଦୂରତ୍ୱ ପ୍ରତି ସଚେତନାତା ଏବଂଏକତା ହିଁ ଆମର ବଜିୟକୁ ସୁନଶ୍ଚିିତ କରିବ ବୋଲି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
ଶ୍ରୀ ପ୍ରଧାନ ଉମଲ୍ଲଖ କରିିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନମରନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମସ୍ତ ଦେଶବାସୀଙ୍କ ସହ୍ ମୁଁ ଏବଂ ମମାର ପରିବାର କରୋନା ମହ୍‌ାମାରୀ କାରଣରୁ ସମାଜରେ ବୃଦ୍ଧି ପାଉଥିବା ନିରାଶାର ଅନ୍ଧକାର ବିରୋଧରେ ଦୀପ ପ୍ରଜ୍ଜ୍ୱଳିତ କଲି । ଏହ୍‌ି ସଙ୍କଟ ବରିୁଦ୍ଧରେ ଆମ ମାନଙ୍କର ସାମାଜିକ ଦୂରତା ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।