ଲାଲୁଙ୍କ ନୋ ଟେନସନ୍

ଇଣ୍ଡିଆନ ପଲିଟିକ୍ସରେ ଲାଲୁ ଯାଦବ ଏକ ଭିନ୍ନ ଚରିତ୍ର। କିନ୍ତୁ ଆରଜେଡି ମୁଖ୍ୟ ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲାଲୁଙ୍କ ନୂଆ ଠିକଣା ପାଲଟିଛି ରାଂଞ୍ଚିର ସେଣ୍ଟ୍ରାଲ ଜେଲ .ନିକଟରେ ଅସୁସ୍ଥତା କାରଣରୁ ତାଙ୍କୁ ରାଞ୍ଚିର...

ଇଣ୍ଡିଆନ ପଲିଟିକ୍ସରେ ଲାଲୁ ଯାଦବ ଏକ ଭିନ୍ନ ଚରିତ୍ର। କିନ୍ତୁ ଆରଜେଡି ମୁଖ୍ୟ ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲାଲୁଙ୍କ ନୂଆ ଠିକଣା ପାଲଟିଛି ରାଂଞ୍ଚିର ସେଣ୍ଟ୍ରାଲ ଜେଲ .ନିକଟରେ ଅସୁସ୍ଥତା କାରଣରୁ ତାଙ୍କୁ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ଭର୍ତି କରାଯାଇଥିଲା। ଡାକ୍ତରଖାନାରେ ତାଙ୍କ କିଡ୍ନି ଷ୍ଟୋନ ହୋଇଥିବା ଜଣା ପଡିଲା। ତେବେ ଅପରେସନ ପରେ କାଶ ସମସ୍ୟାରେ ପୀଡିତ ହୋଇଥିଲେ ବିହାରର ପୂର୍ବତନ ମୁଖ୍ୟମନ୍ରୀ ଲାଲୁ ଯାଦବ। ତାଙ୍କୁ ସର୍ଜରୀ ବିଭାଗରୁ ମେଡିସିନ୍ ବିଭାଗର ଓ୍ବାର୍ଡକୁ ନିଆଯାଇଥିଲା। ହେଲେ ଏତେ ରୋଗ ସତ୍ତ୍ବେ ଲାଲୁ କିନ୍ତୁ ହସ ମିଜାକ୍ ମୁଡରେ। ଲାଲୁଙ୍କର ଭାଇରାଲ୍ ଫଟୋ କହୁଛି ଜେଲ ଦଣ୍ଡା ଦେଶ ଲାଲୁଙ୍କୁ ଟେନସନ୍ ଦେଇ ପାରିବ ନାହó ା ମେଡିକାଲର ନର୍ସଙ୍କ ଗହଣରେ ଲାଲୁ ହସି ହସି ଫଟୋ ପୋଜ୍ ଦେଉଥିବାର ଫଟୋ ଭାଇରାଲ ହୋଇଛି।

Spread the love
Categories
ଉଡା ଖବର

RELATED BY

  • ସାଧୁଙ୍କ ପତ୍ନୀ ଓ ମନ୍ତ୍ରୀ!

    ଜଣେ ନାଗା ସାଧୁଙ୍କ ପରିବାର ସହ ଜଣେ ମନ୍ତ୍ରୀଙ୍କ ସଂପର୍କକୁ ନେଇ ଏବେ କେବଳ ପାଓାର କରିଡୋର କାହିଁକି ସାରା ରାଜଧାନୀରେ ଚର୍ଚ୍ଚା ଚାଲିଛି । ଏହି ମନ୍ତ୍ରୀ ଜଣଙ୍କ ଜଣେ କମ ବୟସର ନାଗା ସାଧୁଙ୍କ ପତ୍ନୀଙ୍କ ସହ...
  • ରସିକିଆ ମନ୍ତ୍ରୀ ! ସାମ୍ବାଦିକାଙ୍କୁ ସାଙ୍ଗରେ ନେଇ ଜିଲ୍ଲା ଗସ୍ତ

    ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । ଆଉ ଏହି ଚର୍ଚ୍ଚାକୁ ମନ୍ତ୍ରୀଙ୍କ ଅଫିସ୍ କୁଆଡ଼େ ଅଧିକ ପ୍ରଚାର ପ୍ରସାର କରୁଛି । ଶୁଣିବାକୁ ମିଳୁଛି, ରାଜ୍ୟର ଜଣେ କ୍ୟାବିନେଟ୍...
  • ମୋଦି ସ୍ମାର୍ଟ ପ୍ରଧାନମନ୍ତ୍ରୀ

    ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡା କାହଁକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ ସ୍ମାର୍ଟ । ମୋଦିଙ୍କ ଉପରେ କାହିଁକି ଫିଦା ହୋଇଛନ୍ତି ଦେବେଗୌଡା । କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୈଦାନକୁ ମୋଦି ଓହ୍ଲାଇବା ପରେ ପୂରା ମାହୋଲ ଏବେ ଯେମିତି ବିଜେପି...
  • କାହିଁକି ବଦଳିଲେ ସଚିବ

    ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଅଚାନକ ଉଚ୍ଚଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ବଦଳି ହେଲା । ଜିଭିଭି ଶର୍ମାଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଲା ।...