ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା୬୦ ଘଣ୍ଟା ଲାଗି ସଟ୍ ଡାଉନ

ଭୁବନେଶ୍ୱର : ତିନି ଜିଲ୍ଲା ସଟ୍ ଡାଉନ ଘୋଷଣା କଲେ ରାଜ୍ୟ ସରକାର । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୬୦ ଘଣ୍ଟା ଲାଗି ସଟଡାଉନ ଘୋ,ଣା କରାଯାିଛି । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ ଯାଏ ୬୦ ଘଣ୍ଟା ସଟ ଡାଉନରେ ରହିବ ଏହି ତିନି ଜିଲ୍ଲା । ଏହି ତିନି ଜିଲ୍ଲାରେ କରୋନା ପଜେଟିଭଙ୍କ ସଂଖ୍ୟା ବଢି ବଢି ଚାଲିଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ଅସୀତ ଥ୍ରୀପାଠି ସୂଚନା ଦେଇଛନ୍ତି ।