ମା’ ହେଲେ କାଜଲ ଅଗ୍ରୱାଲ

ସାଉଥ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଘରେ ଖୁସିର ଲହରୀ। କାରଣ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଏ ନେଇ ବେଶ ଖୁସି ଅଛନ୍ତି ସ୍ୱାମୀ ଗୌତମ କିଚଲୁ | କାଜଲ ମା’ ହେବାର ଖବର ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଫ୍ୟାନସଙ୍କ ଠାରୁ ଆରମ୍ଭ କରି ବହୁ ସେଲିବ୍ରେଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |