ଉତ୍ତରାଖଣ୍ଡରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହା ଉପରୁ ହଟିଛି ସସପେନ୍ସ । ପୁଣି ଥରେ ପୁଷ୍କର ସିଂ ଧାମି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ବିଜେପି ବିଧାୟକ ଦଳ ବୈଠକରେ ପୁଷ୍କର ସିଂ ଧାମି ସର୍ବସମ୍ମତିରେ ନେତା ନିର୍ବାଚିତ ହୋଇଛନ୍ତି। ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ଉପସ୍ଥିତିରେ ପୁଷ୍କର ସିଂ ଧାମି ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି।
Next Post