ପରଦାରେ ରାଜ କରିବେ ସିଦ୍ଧାନ୍ତ,ଆସିବ ଆଉ ତିନୋଟି ସିନେମା

ଭୁବନେଶ୍ୱର: ଓଲିଉଡ ମେଗାଷ୍ଟାର୍‌ ସିଦ୍ଧାନ୍ତ ଫ୍ୟାନଙ୍କ ଲାଗି ଖୁସି ଖବର । ଏବର୍ଷ ଓଲିଉଡରେ ସୁରରଷ୍ଟାର ସିନ୍ଧାନ୍ତଙ୍କ ଲାଗି ଲକି ସବ୍ୟସ୍ତ ହେବାକୁ ଯାଉଛି । ଦୁଇଟି ସିନେମା ପରେ ସିନ୍ଧାନ୍ତଙ୍କ ପୁଣି ତିନୋଟି ସିନେମା ପରଦାକୁ ଆସିବା ଲାଗି...

ଭୁବନେଶ୍ୱର: ଓଲିଉଡ ମେଗାଷ୍ଟାର୍‌ ସିଦ୍ଧାନ୍ତ ଫ୍ୟାନଙ୍କ ଲାଗି ଖୁସି ଖବର । ଏବର୍ଷ ଓଲିଉଡରେ ସୁରରଷ୍ଟାର ସିନ୍ଧାନ୍ତଙ୍କ ଲାଗି ଲକି ସବ୍ୟସ୍ତ ହେବାକୁ ଯାଉଛି । ଦୁଇଟି ସିନେମା ପରେ ସିନ୍ଧାନ୍ତଙ୍କ ପୁଣି ତିନୋଟି ସିନେମା ପରଦାକୁ ଆସିବା ଲାଗି ସଜବାଜ ହେଉଛି । ଯେଉଁଥିରେ ସିଦ୍ଧାନ୍ତଙ୍କୁ ଭିନ୍ନ ଭିନ୍ନ ରୋଲରେ ଦେଖିବେ ଦର୍ଶକ । ଏବେ ତାଙ୍କ ଅଭିନୀତ ଅନ୍ୟ ତିନିଟି ସିନେମା ‘ମୁଁ ଖାଣ୍ଟି ଓଡ଼ିଆ ଝିଅ ’ ‘ବଜରଙ୍ଗୀ ’ଏବଂ ‘ଦିଓ୍ଵାନା ହେଲି ତୋ‘ପାଇଁ’ ପାଇପ୍‌ ଲାଇନ୍‌ରେ ରହିଛି । ଏ ସବୁରେ ଦମଦାର୍‌ ରୋଲ୍‌ରେ ଦର୍ଶକଙ୍କ ସାମ୍ନାକୁ ଆସିବେ ସିଦ୍ଧାନ୍ତ ।
ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ୍‌ ଦାସଙ୍କ ନିର୍ଦ୍ଦେଶିତ‘ଦିଓ୍ଵାନା ହେଲି ତୋ‘ପାଇଁ’ରେ ପୁଣି ଥରେ ବଡ଼ ଭାଇ ଭୂମିକାରେ ନଜର ଆସିବେ ସେ । ପୂର୍ବରୁ ତାଙ୍କୁ ଦର୍ଶକ କେତେକ ସିନେମାରେ ଅଭିନେତା ଅନୁଭବ,ଅରିନ୍ଦମ୍‌ ,ଆକାଶ,ବୁଦ୍ଧାଦିତ୍ୟ ଏବଂ ସମ୍ବିତ ପ୍ରମୁଖ ନାୟକଙ୍କର ବଡ଼ଭାଇ ଭୂମିକାରେ ଦେଖିଛନ୍ତି ବଡ଼ ପରଦାରେ । ହେଲେ ଏଥର ଜଣେ ନବାଗତ ନାୟକ ମୁନ୍ନାଙ୍କର ବଡ଼ଭାଇ ଭୂମିକାରେ ଦେଖିବାକୁ ମିଳିବ ସିଦ୍ଧାନ୍ତ ମହାପାତ୍ରଙ୍କୁ । ଅପରପକ୍ଷରେ ସିଦ୍ଧାନ୍ତ ବଜରଙ୍ଗୀରେ ଟାଇଟଲ୍‌ ରୋଲରେ ଅଛନ୍ତି।‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରେ ତାଙ୍କୁ ପୁଣିଥରେ ରୋମାଣ୍ଟିକ୍‌ ରୋଲରେ ଦେଖିବାକୁ ପାଇବେ ଦର୍ଶକ।

Spread the love
Categories
ମନୋରଞ୍ଜନ

RELATED BY

  • କେବିସିରେ ନଜର ଆସିବେ ଓଡ଼ିଶାର ସାଂସଦ ଅଚ୍ୟୁତ ସାମନ୍ତ

    ଭୁବନେଶ୍ବର: କନ୍ଧମାଳ ସାଂସଦ ତଥା ଓଡ଼ିଶାର ପରିଚିତ ସମା‌ଜସେବୀ ତଥା ଶିକ୍ଷାବିତ୍‌ ଅଚ୍ୟୁତ ସାମନ୍ତ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନ ହୋଷ୍ଟ୍‌ କରୁଥିବା ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡପତି(କେବିିସି)’ରେ ଦେଖିବାକୁ ମିଳିବେ। ପୂର୍ବରୁ ଓଡ଼ିଶାରୁ ‌ଦୌଡ଼ରାଣୀ ଦୂତୀ ଚାନ୍ଦ...
  • ଆଇସିୟୁ ଭେଣ୍ଟିଲେଟରରେ ଲତା ମଙ୍ଗେସକର

    ମୁମ୍ବାଇ:ସ୍ୱର ସାମ୍ରାଙ୍ଗୀ ଭାବେ ପ୍ରସିଦ୍ଧ ଭାରତୀୟ ଗାୟିକା ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଗତକାଲି ମୁମ୍ବାଇର ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଅଛନ୍ତି । ତାଙ୍କୁ ବର୍ତମାନ...
  • ହଟ୍-ସେକ୍ସି ଟିଚର ଲୁକ୍ ରେ ଫେରୁଛନ୍ତି ଅନୁଷ୍କା

    ମୁମ୍ବାଇ:  ବଲିଉଡର ଅନୁଷ୍କା ଶର୍ମା ବହୁଦିନର ବ୍ୟବଧାନ ପରେ ସିଲଭର ସ୍କ୍ରିନ୍ କୁ ଫେରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ୮୦ଦଶକର ଫିଲ୍ମ “ସତେ ପେ ସତା”ର ରିମେକ୍ ରେ ଫେରୁଥିବା ଜଣାପଡିଛି । ଯେଉଁଥିରେ ସେ...
  • ଆସୁଛି ଶିବାନୀ-ସ୍ୱରାଜ ଯୋଡି

    ଭୁବନେଶ୍ବର:ଖୁବ ଶୀଘ୍ର ଓଲିଉଡ଼ ନାୟକ ସ୍ୱରାଜଙ୍କ ସହ ଶିବାନୀଙ୍କୁ ଏକ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ। ହଁ ,ସ୍ୱରାଜ-ଶିବାନୀ ଯୋଡ଼ିଙ୍କର ଯେଉଁ ଓଡ଼ିଆ ସିନେମା ଆସୁଛି ତାହାର ଟାଇଟଲ୍ ରହିଛି ‘ଦିଲ୍ ମୋର ମାନେନା’। ସ୍ୱରାଜ ଶିଶୁ କଳାକର...