ନିଜାମୁଦ୍ଦିନରୁ ଫେରିଥିବା ଓଡ଼ିଶାର 15 ଟି ଯାକ ରିପୋର୍ଟ କୋଭିଡ 19 ନେଗେଟିଭି

ଭୁବନେଶ୍ୱର : ହଜରତ ନିଜାମୁଦ୍ଦିନରୁ ଫେରିଥିବା ଓଡ଼ିଶାର ଯାତ୍ରୀମାନଙ୍କ ନମୂନା କୋଭିଡ 19 ପରୀକ୍ଷା ପାଇଁ ପଠାଯାଇଥିଲା। ବର୍ତ୍ତମାନ ସୁଧା ହସ୍ତଗତ ହୋଇଥିବା 15 ଟି ଯାକ ରିପୋର୍ଟ ନେଗେଟିଭି ବୋଲି ଜଣାପଡିଛି। ତନ୍ମଧ୍ୟରୁ ରାଉରକେଲା ର 12 ଜଣ,କେନ୍ଦ୍ରାପଡ଼ା, କଟକ ଓ ଗଞ୍ଜାମର ଜଣେ ଅନ୍ତର୍ଭୁକ୍ତ ।