ଭୋଟ ଗଣତି ପାଇଁ ୧୪୪ ଧାରା ଜାରି । ଧାମନଗର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ୫ ତାରିଖ ରାତି ୯ ରୁ ୭ ତାରିଖ ସକାଳ ୬ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ୫ ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା ଜାରି ହୋଇଛି । ଗଣତି କେନ୍ଦ୍ର ନିକଟରେ ଚାରିଚକିଆ ଗାଡି ରଖିବା ଓ ନେବା ଉପରେ ମଧ୍ୟ ରୋକ ଲଗାଇଛି ପ୍ରଶାସନ ।