ଟିକେ ଚିହ୍ନା ଟିକେ ଅଚିହ୍ନା, ର ଶୁଭ ମହୂରତ

ଭୁବନେଶ୍ବର:ଭବାନୀ ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରଯୋଜିତ ନୁତନ ଚଳଚିତ୍ର ,ଟିକେ ଚିହ୍ନା ଟିକେ ଅଚିହ୍ନା, ର ଶୁଭ ମହୂରତ ଅନୁଷ୍ଠିତ ହୋଇଛି। ନବାଗତ ନାଏକଙ୍କୁ ନେଇ ଭବାନୀ ଏଣ୍ଟରଟେନମେଣ୍ଟ ବ୍ୟାନରରରେ ନିର୍ମିତ ହେବାକୁ ଯାଉଥିବା ଏହି ଫିଲ୍ନରେ ଓଲିଓଡ ଜଗତର ବହୁ ବରିଷ୍ଠ କଳାକାର ଅଭିନୟ କରିବେ। ଭୁବନେଶ୍ବର ଚନ୍ଦ୍ର ଶେଖର ପୁର ସାଇ ମନ୍ଦରରେଏହି ଫିଲ୍ମର ଶୁଭ ମହୂରତ ଅବସରରେ ଚଳଚିତ୍ରର ନିଦ୍ଦେଶକ, ପ୍ରଯୋଜକ, ସହ ଅଭିନେତା ଅଭିନେତ୍ରୀ, ଓଲିଉଡ ଜଗତର ବହୁ କଳାକାର ଓ ସହ କଳାକାର ଉପସ୍ଥିତ ଥିଲେ।