କଳାହାଣ୍ଡିକୁ ଛୁଇଁଲା କରୋନା : ୨୧ ବର୍ଷର ଯୁବକଙ୍କ ଠି କୋଭିଡ-୧୯ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କାଲାହାଣ୍ଡିକୁ ଡେଇଁଲା କରୋନା । କଲାହାଣ୍ଡିରେ ଜଣେ ଯୁବକଙ୍କ ଠି କରୋନା ପଜେଟିଭ ଭୁତାଣୁ ଚିହ୍ନଟ କରାଯାଇଛି । ଯୁବକ ଜଣଙ୍କର ବୟସ ୨୧ ବର୍ଷ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାିଛି । ଏହି ଯୁବକଙ୍କୁ ମିଶାଇ ରାଜ୍ୟରେ କରୋନା ପଜେଟିଭ ସଂଖ୍ୟା ମୋଟ ୨୧ରେ ପହଁଚିଛି । ତେବେ ଯୁବକଙ୍କ ସଂକ୍ରମଣ କିପରି ହେଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି