କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବଦେନ

ଭୁବନଶେ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଲଢେଇ ପାଇଁ ଦାନ କରିବାକୁ ନିବଦେନ କରିଛନ୍ତି । ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନିବଦେନ କରିଛନ୍ତି ମୁଖ୍ୟମନ୍ତ୍ରୀ । cmrfodisha.gov.inରେ ଦାନ କରିବାକୁ ନିବଦେନ କରିଛନ୍ତି।
ଏଥିପାଇଁ ଏସବିଆଇ, ଏଚଡିଏଫସି, ଓ ଆଇସିଆଇସିଆଇ ବ୍ୟାଙ୍କର ଆକାଉଂଟନମ୍ବର ଓ ଆଇଏଫସି କୋଡ ଜାରି କରାଯାଇଛି । ଗୁଗୁଲ ପେ, ପଟେିଏମ କିମ୍ବା ଅନ୍ୟାନ୍ୟ ଅନଲାଇନ ପମେଣେ୍ଟ ଆପ୍ ଜରିଆରେ ଦାନ ଦେଇପାରିବେ ।