ରସିକିଆ ଡାକ୍ତର ଗିରଫ । କଟକ ଏସ୍ସିବି ମେଡିକାଲ୍ର ଡାକ୍ତରଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ଏକାଧିକ ଝିଅଙ୍କୁ ବିବାହ କରି ଠକିବା ଅଭିଯୋଗରେ ଗିରଫ ହେଲେ ଡାକ୍ତର ଆଶିଷ ପଟ୍ଟନାୟକ । ପାହାଳ ନିକଟରୁ ତାଙ୍କୁ ଗିରଫ କରିଛି ପୋଲିସ । ଏବେ ସୁଦ୍ଧା ସେ ୪ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି ।